ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଲଗ୍ନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଲଗ୍ନ   ବିଶେଷ୍ୟ

ଅର୍ଥ : ବିବାହର ମୁହୂର୍ତ୍ତ

ଉଦାହରଣ : ମଳମାସରେ ଲଗ୍ନ ନ ଥାଏ


ଅନ୍ୟ ଭାଷାରେ ଅନୁବାଦ :

विवाह का मुहूर्त।

मलमास में लगन नहीं होता है।
लगन, लग्न, सहालग

ଅର୍ଥ : ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯେଉଁ ସମୟ ମଧ୍ୟରେ ଏକ ରାଶି କୌଣସି ବିଶିଷ୍ଟ ସ୍ଥାନରେ ଅବସ୍ଥାନ କରେ

ଉଦାହରଣ : ତୁଳା ଲଗ୍ନରେ ଜନ୍ମିତ ବ୍ୟକ୍ତି ବହୁତ ସହନଶୀଳ ହୁଅନ୍ତି


ଅନ୍ୟ ଭାଷାରେ ଅନୁବାଦ :

ज्योतिष में उतना समय जितने में कोई राशि किसी विशिष्ट स्थान में विद्यमान रहती है।

तुला लग्न के जातक बहुत ही सहनशील होते हैं।
लगन, लग्न

ଅର୍ଥ : ବିବାହର ଦିନ

ଉଦାହରଣ : ବାହାଘର ଦିନ ଯେତେ ପାଖେଇ ଆସିଲା,ତାଙ୍କ ଚିନ୍ତା ସେତେ ବଢ଼ିଗଲା

ସମକକ୍ଷ : ବାହାଘର ଦିନ


ଅନ୍ୟ ଭାଷାରେ ଅନୁବାଦ :

शादी-ब्याह जैसे शुभ कार्य करने के दिन।

जैसे-जैसे सहालग नजदीक आने लगा उनकी खुशियाँ बढ़ती गईं।
सहालग

The day of a wedding.

wedding day